Photo frames
ଯେକୌଣସି size — wedding, family, anniversary. Old photo ହେଲେ ଆମେ repair ବି କରିଦେଉ.
Photo frames, mugs, LED name boards, momentos and printed t-shirts — made by hand in our own shop and delivered anywhere in Odisha. Send a photo on WhatsApp and see the design before you pay.
ଯେକୌଣସି size — wedding, family, anniversary. Old photo ହେଲେ ଆମେ repair ବି କରିଦେଉ.
ଆପଣଙ୍କ ଫଟୋ ସହ mug — ଜନ୍ମଦିନ ଓ gift ପାଇଁ perfect. 1 ଦିନରେ ready.
Acrylic LED board — ଘର, ଦୋକାନ କିମ୍ବା ଅଫିସ ଆଗରେ ନିଜ ନାମ, ଆଲୋକରେ.
ବିଦ୍ୟାଳୟ, ଅଫିସ, ପୂଜା committee — laser engraved, bulk rate ଅଛି.
Sublimation printing — team, event, couple, ଯେକୌଣସି design.
Return gift ଓ bulk order ପାଇଁ ସବୁଠୁ ସସ୍ତା customised option.
WhatsApp ରେ ଫଟୋ ଓ କଣ ଚାହୁଁଛନ୍ତି ପଠାନ୍ତୁ.
ଆମେ design ବନେଇ ଦେଖାଇବୁ. ପସନ୍ଦ ନ ହେଲେ ବଦଳାଇବୁ.
ପସନ୍ଦ ହେଲେ ବନେଇ ଘରକୁ ପଠାଇବୁ — ପୂରା ଓଡ଼ିଶାକୁ.
ପୂଜା, ବିବାହ କିମ୍ବା ଜନ୍ମଦିନ — ଭିଡ଼ ବଢ଼ିବା ପୂର୍ବରୁ order କରନ୍ତୁ. Bulk order ରେ ଛାଡ଼ ଅଛି।