ରେସନ କାର୍ଡ
ନୂଆ ନାମ ଯୋଡ଼ିବା, correction, e-KYC, ଠିକଣା ପରିବର୍ତ୍ତନ — ସବୁ process.
Odia Digital Seva is my YouTube channel. 30,000+ subscribers, 240+ videos, and not one of them behind a paywall. Ration card, PAN, Aadhaar, certificates, pension, land records — every step, on screen, in Odia.
These are the videos people search for. If a process changed this year, the video says so.
ନୂଆ ନାମ ଯୋଡ଼ିବା, correction, e-KYC, ଠିକଣା ପରିବର୍ତ୍ତନ — ସବୁ process.
PAN apply, reprint, Aadhaar correction — ନାମ, ଠିକଣା, ଜନ୍ମତାରିଖ.
ଆୟ, ଜାତି, ବାସସ୍ଥାନ, ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର — online apply ଓ status.
Subhadra, Madhu Babu Pension, E-Shram, PM Kisan — apply ଓ ଟଙ୍କାର ସମସ୍ୟା.
Bhulekh, ଖତିଆନ, RoR download, mutation status — ଘରେ ବସି.
ନିଜର CSC centre କିପରି ଖୋଲିବେ ଓ ରୋଜଗାର କରିବେ.
ଭିଡିଓ ଦେଖି ବି ଅଟକି ଯାଇଛନ୍ତି? WhatsApp ରେ ମେସେଜ କରନ୍ତୁ — ଆମେ କରିଦେବୁ।